କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
ଆକାମାବୋଇ,ପାନଗୁଆଥୋଇପାନଗୁଆତୋର,ମାସକଧରମମୋର


କାର୍ତ୍ତିକ ପୂର୍ଣ୍ଣିମା ଦେଶର କିଛି ଅଞ୍ଚଳରେ ତ୍ରିପୁରୀ ପୂର୍ଣ୍ଣିମା ବା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା |
ବୈଷ୍ଣବ ଧର୍ମରେ କାର୍ତ୍ତିକ ମାସ ଦାମୋଦରା ମାସ ଭାବରେ ମଧ୍ୟ ଜଣାଶୁଣା |
 ପ୍ରାତଃ ସ୍ନାନ ସମୟ ରେ ମନ୍ତ୍ର :-

"ଓଁ କାର୍ତ୍ତିକେହଂ କରିଷ୍ୟମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନଂ ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମହାସହ । "

ଆନିମେସନ ଓଡ଼ିଶା ତରଫ ରୁ ଆପଣ ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ର ଅଶେଷ ଅଶେଷ ଶୁଭ କାମନା ଓ ହାର୍ଦ୍ଦିକ ଅଭିନନ୍ଦନ।



WATCH VIDEO


Comments

Popular posts from this blog

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

ଦୀପାବଳୀ

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ