ପବିତ୍ର ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ରାଧା ପାଦ ଦର୍ଶନ
ଅଁଳା ନବମୀ
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି କୁ ଅଁଳା ନବମୀ ବା ଅକ୍ଷୟ ନବମୀ କୁହାଯାଏ । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛ ରେ ବାସ କରନ୍ତି । ପରମ୍ପରା ଅନୁସାରେ, ଭଗବାନ ବିଷ୍ଣୁଙ୍କ ପ୍ରୀତ୍ୟର୍ଥେ, ତଥା ସନ୍ତାନ ପ୍ରାପ୍ତି ର ଆଶାରେ ଅଁଳା ଗଛ ର ପୂଜା କରାଯାଏ । ଏହିଦିନ ଅଁଳା ଗଛ ର ପୂଜା କରି ଦାନ ଧର୍ମ କରିବା ଦ୍ୱାରା ଅକ୍ଷୟ ପୂଣ୍ୟ ମିଳିଥାଏ । ଏହିଦିନ ପୂର୍ବମୁଖା ହୋଇ ଅଁଳା ଗଛ ମୂଳେ କ୍ଷୀର, ଭୋଗ ଆଦି କରିବା ଆବଶ୍ୟକ, ବ୍ରାହ୍ମଣ ଭୋଜନ କରାଇଲେ ଅଧିକ ଫଳ ମିଳିଥାଏ ।
ରାଧା ରାଣୀଙ୍କ ପାଦ ଦର୍ଶନ
ଶ୍ରୀରାଧା କୃପା କଟାକ୍ଷ ସ୍ତୋତ୍ର
Comments
Post a Comment