Popular posts from this blog
ODIA CALENDER 2021 PDF FREE DOWNLOAD
ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍ ବିଧାନ ଓ ଜାଣିବା କଥା
କିମ୍ବଦନ୍ତୀ :- ମହାଶିବରାତ୍ରି / ଜାଗର ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍ ସମୟ ଓଁ ନମଃ ଶିବାୟ ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍ ସମୟ ) ସମ୍ବନ୍ଧରେ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ " ମହା ଶିବରାତ୍ରୀ" କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ। ମାଘ କୃଷ୍ଣ ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ । ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ। ମନ୍ତ୍ର :- ଓଁ ଅ...

Comments
Post a Comment