ନାଗ ଚତୁର୍ଥୀ: ହିନ୍ଦୁ ଧର୍ମରେ ନାଗ ଚତୁର୍ଥୀ ହେଉଛି ସାପ ବା ସର୍ପ ଉପାସନା ପାଇଁ ଉତ୍ସର୍ଗୀକୃତ ଏକ ପର୍ବ । ଭକ୍ତମାନେ ଏହିଦିନ ଶିବ ମନ୍ଦିର କିମ୍ବା ସାପ ହୁଙ୍କା ପରିଦର୍ଶନ କରି, ସେଠାରେ ପୂଜା ଉପାସନା ଓ କ୍ଷୀର ଦାନ ଆଦି କରନ୍ତି । ସାପ, ଯାହାକି ପ୍ରାୟତଃ ଭଗବାନ ଶିବଙ୍କ ସହ ଜଡିତ, ଏଣୁ ଏହାକୁ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ପୂଜା ସାପ କାମୁଡ଼ାରୁ ରକ୍ଷା କରିବାର କ୍ଷମତା ରଖୁଥିବା ର ବିଶ୍ୱାସ କରାଯାଏ | ନାଗ ଚତୁର୍ଥୀ ରେ, ମାନବ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ ରହୁଥିବାରୁ, ହିନ୍ଦୁ ପରମ୍ପରା ରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି | Naga Chaturthi: Naga Chaturthi, is a Hindu festival dedicated to the worship of serpents or Nagas. It falls on the fourth day (Chaturthi) of the bright half of the lunar month of Shravana (usually July or August). The festival holds significance in Hindu mythology and is observed with various rituals and ceremonies. Devotees, on Naga Chaturthi, visit Naga temples or sacred groves where snake idols or images are enshrined. They offer prayers, milk, and sometimes perform elaborate rituals to seek the blessin...
Comments
Post a Comment