Posts

WORLD WATER DAY

An awareness for conserving water... Water is a precious resource. In earth around 72% of surface area is covered with water. In spite of enormous amount of water available on earth, we suffer a lot in Summer to get it.                There are several sources of water  like Wells, tube-wells, ponds, rivers, lakes, seas, oceans streams, ice-cups and underground water. Also water is present in the atmosphere  in the form of water vapour; But we can't use it because most of it is saline in nature. About 97.3% of water is saline and only 2.7% of it is freshwater. All of the freshwater can't be used by us as they are stored at underground and present in ice-cups. If we consider all the water resources 2ltr, out of which only one half spoon  water is fresh water. Now we estimate that the grand total of earth's water resources are limited and it can't be growing up. It is approximately estimated that the volume of water present in earth's...

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

Image
କିମ୍ବଦନ୍ତୀ :- ମହାଶିବରାତ୍ରି / ଜାଗର ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ଓଁ ନମଃ ଶିବାୟ ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ) ସମ୍ବନ୍ଧରେ।  ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ " ମହା ଶିବରାତ୍ରୀ"  କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ। ମାଘ କୃଷ୍ଣ  ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ । ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ। ମନ୍ତ୍ର :-  ଓଁ ଅ...

ODIA CALENDER 2021 PDF FREE DOWNLOAD

Image
  2021 ODIA CALENDER PDF FREE DOWNLOAD  ଓଡ଼ିଆ କ୍ୟାଲେଣ୍ଡର ପଞ୍ଜିକା

ରାକ୍ଷୀ ପୂର୍ଣ୍ଣିମା

Image
ରାକ୍ଷୀ ପୂର୍ଣ୍ଣିମା              ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ଵ. ଏହାକୁ ଗମ୍ହା ପୂର୍ଣ୍ଣିମା ବା ଝୁଲଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ. ଏହା ଶ୍ରାବଣ ମାସ ର  ପୂର୍ଣ୍ଣମୀ ଦିନ  ପାଳନ କରାଯାଇଥାଏ. ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଓ ଭାଇ ଭଉଣୀ  ର ରକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ. ଏହି ରାକ୍ଷୀ ପୂର୍ଣ୍ଣିମା ଦିନଟିକୁ ମଧ୍ୟ ପ୍ରଭୁ ବଳଭଦ୍ର ଙ୍କ ଜନ୍ମତିଥି  ଭାବେ ପାଳନ କରାଯାଇଥାଏ. ଏହି ଦିନରେ ଗୋ ମାତାଙ୍କୁ ପୂଜା କରି ସିଙ୍ଗ ରେ ରାକ୍ଷୀ ବାନ୍ଧିବା ଓ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି.  ଆଉଗୋଟେ  ପୌରାଣିକ କାହାଣୀମଧ୍ୟ ରାକ୍ଷୀ ପୂର୍ଣ୍ଣିମା କୁ  ନେଇ ଜଡିତ. ଯେତେବେଳେ ଅତ୍ୟାଚାରୀ ଶିଶୁପାଳ କୁ ଶ୍ରୀକୃଷ୍ଣ ବଧ କରିଲେ, ସେହି ସମୟରେ ତାଙ୍କର ଆଙ୍ଗୁଳି କଟି ସେଥିରୁ ରକ୍ତ ବାହାରୁଥିଲା. ଏହାକୁ ଦ୍ରୌପଦୀ ଦେଖି ନିଜ ପିନ୍ଧା ଶାଢ଼ୀ ଚିରି ଶ୍ରୀକୃଷ୍ଣ ଙ୍କ ହାତରେ ଗୁଡ଼ାଇ ଦେଇଥିଲେ.ପରବର୍ତ୍ତୀ ସମୟରେ ଯେତେବେଳେ କୁରୁ ସଭାରେ ଦ୍ରୌପଦୀ ଙ୍କୁ କୌରବ ମାନେ ବସ୍ତ୍ର ହରଣ କରିବାକୁ ଆଗେଇ ଆସିଥିଲେ ସେତେବେଳ ଦ୍ରୌପଦୀ ଙ୍କୁ ବସ୍ତ୍ର ଦାନ କରି ତାଙ୍କୁ ରକ୍ଷା କରିଥିଲେ. ସେହି ଦିନଠାରୁ ହିନ୍ଦୁମାନେ ଏହି ପରାଣିକ ଦିନଟିକୁ ରକ୍ଷା ବନ୍ଧନ ହିସା...

ପାପମୋଚନୀ ଏକାଦଶୀ

Image
ପାପମୋଚନୀ  ଏକାଦଶୀ ୧୯/୦୩/୨୦୨୦ ଚନ୍ଦ୍ର ର ସମୟ କାଳ ଚନ୍ଦ୍ରପକ୍ଷର ଏକାଦଶ ଦିବସକୁ ଏକାଦଶୀ କୁହାଯାଏ। ଏହା ଚନ୍ଦ୍ରର ଏକାଦଶ କଳାର ହ୍ରାସ କିମ୍ବା ବୃଦ୍ଧି ଯୋଗୁଁ ଘଟିଥାଏ। ଏଣୁ ମାସ ରେ କୃଷ୍ଣ ପକ୍ଷ ଜନିତ ଏକାଦଶୀ କୁ କୃଷ୍ଣାଏକାଦଶୀ ଓ ଶୁକ୍ଳ ପକ୍ଷ ରେ ପାଳିତ ଏକାଦଶୀ କୁ ଶୁକ୍ଳାଏକାଦଶୀ କୁହାଯାଏ। ସନାତନ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷ ରେ ୨୪ଟି ଏକାଦଶୀ ଥାଏ, ମାତ୍ର ଅଧିମାସ ଯୋଗୁଁ ଆମେ ୨୬ଟି ଏକାଦଶୀ ପାଳିତ କରିଥାଉ।  ପ୍ରତ୍ୟେକ ଏକାଦଶୀ ର ଭିନ୍ନ ଭିନ୍ନ ମହତ୍ଵ ରହିଛି, ଏବଂ ପ୍ରତ୍ୟେକ ଏକାଦଶୀ ର ଅଲଗା ଅଲଗା କିମ୍ବଦନ୍ତୀ ମଧ୍ୟ ରହିଛି। ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଏହି ଏକାଦଶୀ ବ୍ରତ ତଥା ଦିବସ କୁ ସାଧାରଣତଃ ମୋକ୍ଷ ପ୍ରାପ୍ତି ର ମାର୍ଗ କୁହାଯାଏ; ଯେଉଁଥିପାଇଁ କୃଷ୍ଣାଏକଦଶୀ ଅଥବା ଶୁକ୍ଲାଏକାଦଶୀ ପାଳୁଥିବା ଭକ୍ତ ଉପରେ ଭଗବାନ ବିଷ୍ଣୁ ଙ୍କର ବିଶେଷ କୃପାଦୃଷ୍ଟି ସର୍ବଦା ରହିଥାଏ। ସାଧାରତଃ ଏକାଦଶୀ କୁ ମୋକ୍ଷ ଦାୟକ ତିଥି କୁହାଯାଏ, କାରଣ ପ୍ରତ୍ୟେକ ଏକାଦଶୀ ପାଳନ ର ଭିନ୍ନ ଭିନ୍ନ ମହତ୍ଵ ତଥା ସୁଫଳ ରହିଥାଏ। ଏଣୁ ପ୍ରାୟ ପ୍ରତ୍ୟେକ ହିନ୍ଦୁ ଏକାଦଶୀ କୁ ନିଷ୍ଠା ର ସହ ପାଳନ କରନ୍ତି, ଏବଂ ରାତି ଉଜାଗର ରହି  ପୂଜାର୍ଚ୍ଚନା ମଧ୍ୟ କରନ୍ତି। ଆମେ ପାଳନ କରୁଥିବା ଏକାଦଶୀ ମାନଙ୍କ ମଧ୍ୟରେ ଉତ୍ପନ୍ନା ଏକାଦଶୀ, ମୋକ୍ଷଦା ଏକାଦଶୀ, ସଫଳା ଏକାଦଶୀ, ପୁତ୍ରଦା ଏକାଦଶୀ,...

THE HOLI (ହୋଲି ଉତ୍ସବ)

Image
ହୋଲି ଉତ୍ସବ ଫାଲ୍ଗୁନ (ଫଗୁଣ) ମାସର ପୂର୍ଣ୍ଣିମା ତିଥି କୁ ଫଗୁ ପୂର୍ଣ୍ଣିମା କୁହାଯାଏ। ଏହାକୁ ଦୋଳ ପୂର୍ଣ୍ଣିମା, ଦୋଳ ଯାତ ମଧ୍ୟ କୁହାଯାଏ, ଏହା ହିନ୍ଦୁ ମାନଙ୍କ ଦ୍ଵାରା ପାଳିତ ଅନ୍ୟ ଏକ ବିଶେଷ ପର୍ବ। ଯାହା କି ହୋଲି ଉତ୍ସବ ଭାବେ ଆମ ମଧ୍ୟ ରେ ବେସ୍ ପରିଚିତ। ଦୋଳ ପୂର୍ଣ୍ଣିମା ର ଦୋଳଯାତ୍ରା ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ର ଏକ ନିଦର୍ଶନ। ଶ୍ରୀମଦ୍ ଭଗବତ ର ବର୍ଣନା ରୁ ଜଣାଯାଏ ଯେ ରାଧାକୃଷ୍ଣ ଙ୍କର ଗୋପ ଗୋପାଙ୍ଗନ ଙ୍କ ସହିତ ରଙ୍ଗ ପିଚକାରୀ ଖେଳ ର ଏହା ଏକ ସ୍ମୃତି ଉତ୍ସବ। ହୋଲି ପର୍ବ ସମସ୍ତ ହିନ୍ଦୁ ସଂପ୍ରଦାୟ ର ଏକ ଲୋକପ୍ରିୟ ପର୍ବ। ବସନ୍ତ ଋତୁ ର ଏହି ଖେଳ କୁ ଭାରତ ର ସମସ୍ତ ଭାଷା,ଧର୍ମ,ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତ ପ୍ରାନ୍ତର ନାଗରିକ ଉପଭୋଗ କରିଥାନ୍ତି। ବୈଷ୍ଣବ ଧର୍ମାବଲମ୍ବି ଙ୍କ ମତାନୁସାରେ ପୂର୍ବେ ଫାଲ୍ଗୁନ ମାସରେ ଗୋପ ଜନତା ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମିଶି ଫଗୁ ଖେଳିବା ସହ, କୁସୁମ ହାର ମଣ୍ଡନ କରାଇ ତାଙ୍କୁ କୁଞ୍ଜ ଦୋଳି ଖେଳାଉଥିଲେ। ଏଣୁ ପୌରଣିକ ସମୟ ରୁ ଅଦ୍ୟାବଧି ଲୋକ ମାନେ ରାଧାଦାମୋଦର ଙ୍କ ଯୁଗଳ ମୂର୍ତ୍ତି କୁ ସୁବାସିତ ପୁଷ୍ପ ତଥା ସୁସଜ୍ଜିତ ବିମାନରେ ଦୋଳିୟମାନ ଅବସ୍ଥା ରେ ଘରକୁ ଘର ତଥା ଗ୍ରାମ ର ପ୍ରତ୍ୟେକ ଘର ବୁଲାଇଥାନ୍ତି, ପ୍ରଭୁଙ୍କ ଉଦେଶ୍ୟରେ ଗ୍ରାମର ପ୍ରତ୍ୟେକ ଘର ତଥା ଦ୍ଵାରା ରୁ ଅର୍ପିତ (ଚଣା, ଆମ୍ବ, କଦଳୀ, ନଡ଼ିଆ ଆଦି...