Posts

MANABASA GURUBARA OSA _ ମାଣବସା ଗୁରୁବାର ଓଷା

Image
ll 🌷 ll ମାର୍ଗଶୀର ଗୁରୁବାର ମାଣବସା ଓଷା ll 🌷ll ସଂଗ୍ରହ: ସୁର୍ଯ୍ୟକାନ୍ତ ପୁହାଣ (ODiSHA SUPER STORY) ଗ୍ରୁପ ଉପସ୍ଥାପନ: ଆନିମେସନ ଓଡ଼ିଶା

BADAOSHA shiva utthapan, Baikunth chaturdasi

Image
ବଡ଼ ଓଷା   "On behalf of the Animation Odisha family, we extend our heartfelt wishes for your success and well-being on the auspicious occasion of Lord Shiva's Uthapan Bada Osha and Baikunth Chaturdashi. May this divine celebration bring prosperity and joy to you and your loved ones. Best of luck!"

TULASI BIBAH / ତୁଳସୀ ବିବାହ

Image
୨୪-୧୧-୨୦୨୩/ଶୁକ୍ରବାର ତୁଳସୀ ବିବାହ ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ, ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ । ବ୨୦୨୩ର୍ଷ ର ସମୟ : ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି । ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି ।  ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ । ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ  ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ । ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ । ସଂକଳ୍ପ ଓ ପୂଜାବିଧି : ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ । ସେମିତି ପା...

ପବିତ୍ର ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ରାଧା ପାଦ ଦର୍ଶନ

Image
ଅଁଳା ନବମୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି କୁ ଅଁଳା ନବମୀ ବା ଅକ୍ଷୟ ନବମୀ କୁହାଯାଏ । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛ ରେ ବାସ କରନ୍ତି । ପରମ୍ପରା ଅନୁସାରେ, ଭଗବାନ ବିଷ୍ଣୁଙ୍କ ପ୍ରୀତ୍ୟର୍ଥେ, ତଥା ସନ୍ତାନ ପ୍ରାପ୍ତି ର ଆଶାରେ ଅଁଳା ଗଛ ର ପୂଜା କରାଯାଏ । ଏହିଦିନ ଅଁଳା ଗଛ ର ପୂଜା କରି ଦାନ ଧର୍ମ କରିବା ଦ୍ୱାରା ଅକ୍ଷୟ ପୂଣ୍ୟ ମିଳିଥାଏ । ଏହିଦିନ ପୂର୍ବମୁଖା ହୋଇ ଅଁଳା ଗଛ ମୂଳେ କ୍ଷୀର, ଭୋଗ ଆଦି କରିବା ଆବଶ୍ୟକ, ବ୍ରାହ୍ମଣ ଭୋଜନ କରାଇଲେ ଅଧିକ ଫଳ ମିଳିଥାଏ । ରାଧା ରାଣୀଙ୍କ ପାଦ ଦର୍ଶନ ଶ୍ରୀରାଧା କୃପା କଟାକ୍ଷ ସ୍ତୋତ୍ର

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ

Image
ନାଗ ଚତୁର୍ଥୀ: ହିନ୍ଦୁ ଧର୍ମରେ ନାଗ ଚତୁର୍ଥୀ ହେଉଛି ସାପ ବା ସର୍ପ ଉପାସନା ପାଇଁ ଉତ୍ସର୍ଗୀକୃତ ଏକ ପର୍ବ । ଭକ୍ତମାନେ ଏହିଦିନ ଶିବ ମନ୍ଦିର କିମ୍ବା ସାପ ହୁଙ୍କା ପରିଦର୍ଶନ କରି, ସେଠାରେ ପୂଜା ଉପାସନା ଓ କ୍ଷୀର ଦାନ ଆଦି କରନ୍ତି । ସାପ, ଯାହାକି ପ୍ରାୟତଃ ଭଗବାନ ଶିବଙ୍କ ସହ ଜଡିତ, ଏଣୁ ଏହାକୁ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ପୂଜା ସାପ କାମୁଡ଼ାରୁ  ରକ୍ଷା କରିବାର କ୍ଷମତା ରଖୁଥିବା ର ବିଶ୍ୱାସ କରାଯାଏ | ନାଗ ଚତୁର୍ଥୀ ରେ, ମାନବ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ ରହୁଥିବାରୁ, ହିନ୍ଦୁ ପରମ୍ପରା ରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି | Naga Chaturthi: Naga Chaturthi, is a Hindu festival dedicated to the worship of serpents or Nagas. It falls on the fourth day (Chaturthi) of the bright half of the lunar month of Shravana (usually July or August). The festival holds significance in Hindu mythology and is observed with various rituals and ceremonies. Devotees, on Naga Chaturthi, visit Naga temples or sacred groves where snake idols or images are enshrined. They offer prayers, milk, and sometimes perform elaborate rituals to seek the blessin...

ଦୀପାବଳୀ

Image
  ଆଲୋକର ପର୍ବ ! ଦୀପାବଳୀ - ଏହା ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ପାଳିତ ହେଇ ଆସୁଥିବା ଏକ ମୁଖ୍ୟ ତଥା ଅନନ୍ୟ ପର୍ବ ।     ବ ନବାସ ପରେ  ପ୍ରଭୁ ରାମ ଏକାଦଶ ହଜାର ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାଜ୍ୟକୁ ଶାସନ କଲେ । ଏହି ସୁବର୍ଣ୍ଣ ସମୟ "ରାମରାଜ୍ୟ" ଭାବରେ ଜଣାଶୁଣା । ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ମଧ୍ୟ ରେ ଦୀପାବଳୀ ବା ଦିୱାଲୀ ହେଉଛି ଏକ ଅନନ୍ୟ ପର୍ବ ଯାହାକୁ ଆଲୋକର ପର୍ବ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ଦାନବତ୍ଵ ଉପରେ ଦେବତ୍ଵ ର ବିଜୟ, ଖରାପ ଉପରେ ଭଲ ର ବିଜୟ ଏବଂ ଅଜ୍ଞାନ ଉପରେ ଜ୍ଞାନ ର ବିଜୟ... ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ! ଦୀପାବଳୀ - ଦୀପ ଜାଳିବା ଅନ୍ଧକାର ଉପରେ ଆଲୋକର ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଭାରତର ଓଡ଼ିଶାରେ ଦୀପାବଳୀ ନାମରେ ଜଣାଶୁଣା ଦିୱାଲୀ ହେଉଛି ଭାରତର ବହୁ ଚର୍ଚ୍ଚିତ ପର୍ବ ମଧ୍ୟରୁ ଅନ୍ୟତମ ଏବଂ ଏହାର ଅପାର ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ୱ ରହିଛି । ଏହି ପର୍ବ ସାଧାରଣତଃ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଏହି ପର୍ବ ଆକର୍ଷଣୀୟ ସାଜସଜ୍ଜା, ଆଲୋକ ଏବଂ ସୁଖ ତଥା ଏକତାର ଭାବନା ଦ୍ୱାରା ବର୍ଣ୍ଣିତ । ଏହି "ଦିୱାଲୀ" ଶବ୍ଦ ସଂସ୍କୃତ ଶବ୍ଦ "ଦୀପାବଳୀ" ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଆଲୋକ ଏକ ଧାଡି । ଏହି ପର୍ବକୁ ପ୍ରାୟତଃ ଆଲୋକର ପର୍ବ କୁହାଯାଏ କାରଣ ଲ...

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...

ମାଘ ସପ୍ତମୀ (ମାଘ ସ୍ନାନ ର ମାହାତ୍ମ୍ୟ)

ମାଘ ସ୍ନାନ ର ମାହାତ୍ମ୍ୟ

ଶାମ୍ବ ଦଶମୀ ଓ ପୌରାଣିକ କାହାଣୀ

 ଶାମ୍ବ ଦଶମୀ ଓ ପୌରାଣିକ କାହାଣୀ ➖➖➖➖➖➖➖➖➖➖➖ ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-""ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।" ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର‌୍ୟ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-""ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।" କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର‌୍ୟ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ "ଘଡ଼ଘଡ଼ା ତିଅଣ" କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ । ନାରୀମାନେ...

KALI PUJA (କାଳୀପୂଜା)

Image
💦 ଦୀପାବଳିରେ କାହିଁକି ହୁଏ ମା’ କାଳୀଙ୍କ ପୂଜା 💦          ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଏହି ଦିନ ଆଲୋକ ଓ ଆତସବାଜି ସହ ମା’ କାଳୀଙ୍କର ପୂଜା କରାଯାଇଥାଏ। ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମା’ କାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍‌ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି। ତେବେ ଆଲୋକର ଏହି ପର୍ବରେ ମା’ ଜିଭ କାଢ଼ିଥିବା ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି। ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶ...

SABITRI BRATA (ସାବିତ୍ରୀ ବ୍ରତ)

Image
  SABITRI BRATA (ସାବିତ୍ରୀ ବ୍ରତ)

AKHYA TRUTIYA (ଅକ୍ଷୟତୃତୀୟା)

Image
AKHYA TRUTIYA ( ଅକ୍ଷୟ ତୃତୀୟା )

ହନୁମାନ ଜୟନ୍ତୀ

 ହନୁମାନ ଜୟନ୍ତୀ  ହିନ୍ଦୁ ଦେବତା ମାନଙ୍କ ମଧ୍ୟରେ ହନୁମାନ ଜଣେ ଲୋକପ୍ରିୟ ଇଶ୍ୱର ଅଟନ୍ତି, ଏବଂ ତାଙ୍କର ମନ୍ଦିରଗୁଡ଼ିକ ପ୍ରାୟତଃ ମାଙ୍କଡ଼ ମାନଙ୍କରେ ପରିପୂର୍ଣ୍ଣ ଥାଏ, କାରଣ ସେମାନେ ଭାବନ୍ତି ଯେ ମନ୍ଦିର ପରିସରରେ ଥିବା ପର୍ଯ୍ୟନ୍ତ ମଣିଷ ସେମାନଙ୍କୁ କ୍ଷତି ପହଞ୍ଚାଇ ପାରିବ ନାହିଁ | ହନୁମାନଙ୍କୁ କେବଳ ହିନ୍ଦୁ ନୁହେଁ ବୌଦ୍ଧ ଧର୍ମ, ଶିଖ ଧର୍ମ ଏବଂ ଜୈନ ଧର୍ମ ତଥା ଭାରତୀୟ ପପ୍ ସଂସ୍କୃତିରେ ଲୋକମାନେ  ମାନନ୍ତି ଓ ପୂଜନ୍ତି ମଧ୍ୟ |  ହନୁମାନ ଜୟନ୍ତୀ କହିଲେ ପ୍ରଭୁ ମହାବୀର ହନୁମାନଙ୍କ ଜନ୍ମଦିନ କୁ ବୁଝାଏ | ହନୁମାନ ବୃହସ୍ପତିଙ୍କ ପୁତ୍ର ତଥା ସୁମେରୁ ରାଜ କେଶରୀ" ଓ ମାତା ​​ଅଞ୍ଜନା"ଙ୍କ ପୁତ୍ର ସୁଗ୍ରୀବଙ୍କ ଭଣଜା ଓ ଜଙ୍ଗଲରେ ରହୁଥିବା ଶକ୍ତିଶାଳୀ ବାନର ଗୋଷ୍ଠୀର ମୁଖ୍ୟ |  ପବନ ଦେବ ବାୟୁ" ମଧ୍ୟ ହନୁମାନଙ୍କ ଜନ୍ମରେ ଏବଂ  ଲାଳନପାଳନରେ ଏକ ଭୂମିକା ଗ୍ରହଣ କରିଥିଲେ, ଏଣୁ ତାଙ୍କୁ ବାୟୁ ପୁତ୍ର ମଧ୍ୟ କୁହାଯାଏ । | କେତେକ ଗ୍ରନ୍ଥାନୁଯାଇ ହନୁମାନଙ୍କୁ ଶିବଙ୍କର ଏକ ଅବତାର ରୂପେ ଚିହ୍ନାଯାଏ, କିନ୍ତୁ ହନୁମାନ ପବିତ୍ର ମହାପାଠ୍ୟ ରାମାୟଣ, ଅନୁଯାଇ “ରାମଙ୍କର ଜୀବନଯାତ୍ରା” ରେ ତାଙ୍କର ଭୂମିକା ପାଇଁ ବେଶ୍ ଜଣାଶୁଣା |                                ...

AANLA NABAMI (ଅଁଳାନବମୀ)

Image
 ଅଁଳାନବମୀ ଅଁଳାନବମୀ ଅକ୍ଷୟ ନବମୀ / ଅମଲା ନାଭାମି / କୁଶ୍ମାଣ୍ଡା ନବମୀଙ୍କ ର କାହାଣୀ | କାଶୀ ନାଗରରେ ଏକ ନିଃସନ୍ତାନ ଗୁଣବତ୍ତା ଏବଂ ପରୋପକାରୀ ବୈଷ୍ଣବ ବାସ କରୁଥିଲେ | ଦିନେ ଜଣେ ପଡ଼ୋଶୀ ବୈଷ୍ଣବଙ୍କ ପତ୍ନୀଙ୍କୁ କହିଲା, ଯଦି ତୁମେ ଭୈରବ ଙ୍କ ପାଖରେ ବଳି ଦିଅ, ତେବେ ତୁମେ ଏକ ପୁଅ ପାଇବ | 

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

Image
କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଆକାମାବୋଇ,ପାନଗୁଆଥୋଇପାନଗୁଆତୋର,ମାସକଧରମମୋର କାର୍ତ୍ତିକ ପୂର୍ଣ୍ଣିମା ଦେଶର କିଛି ଅଞ୍ଚଳରେ ତ୍ରିପୁରୀ ପୂର୍ଣ୍ଣିମା ବା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା | ବୈଷ୍ଣବ ଧର୍ମରେ କାର୍ତ୍ତିକ ମାସ ଦାମୋଦରା ମାସ ଭାବରେ ମଧ୍ୟ ଜଣାଶୁଣା |  ପ୍ରାତଃ ସ୍ନାନ ସମୟ ରେ ମନ୍ତ୍ର :- " ଓଁ କାର୍ତ୍ତିକେହଂ କରିଷ୍ୟମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନଂ ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମହାସହ । " ଆନିମେସନ ଓଡ଼ିଶା ତରଫ ରୁ ଆପଣ ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ର ଅଶେଷ ଅଶେଷ ଶୁଭ କାମନା ଓ ହାର୍ଦ୍ଦିକ ଅଭିନନ୍ଦନ। WATCH VIDEO

ODIA CALENDER 2022 PDF FREE DOWNLOAD

Image
  ODIA CALENDER  2022  PDF FREE DOWNLOAD Download  Link  👇👇👇💓 👇👇👇 ODIA CALENDER  2022 PDF FREE DOWNLOAD 👆👆👆💓 👆👆👆 👇👇👇💓 👇👇👇 Click for 2021 Calender 👆👆👆💓 👆👆👆 Download  Link  WATCH   VIDEO Word File Pain Comments Karantu. ଧନ୍ୟବାଦ  ଟିମ ଆନିମେସନ ଓଡ଼ିଶା

WORLD WATER DAY

An awareness for conserving water... Water is a precious resource. In earth around 72% of surface area is covered with water. In spite of enormous amount of water available on earth, we suffer a lot in Summer to get it.                There are several sources of water  like Wells, tube-wells, ponds, rivers, lakes, seas, oceans streams, ice-cups and underground water. Also water is present in the atmosphere  in the form of water vapour; But we can't use it because most of it is saline in nature. About 97.3% of water is saline and only 2.7% of it is freshwater. All of the freshwater can't be used by us as they are stored at underground and present in ice-cups. If we consider all the water resources 2ltr, out of which only one half spoon  water is fresh water. Now we estimate that the grand total of earth's water resources are limited and it can't be growing up. It is approximately estimated that the volume of water present in earth's...

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

Image
କିମ୍ବଦନ୍ତୀ :- ମହାଶିବରାତ୍ରି / ଜାଗର ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ଓଁ ନମଃ ଶିବାୟ ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ) ସମ୍ବନ୍ଧରେ।  ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ " ମହା ଶିବରାତ୍ରୀ"  କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ। ମାଘ କୃଷ୍ଣ  ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ । ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ। ମନ୍ତ୍ର :-  ଓଁ ଅ...

ODIA CALENDER 2021 PDF FREE DOWNLOAD

Image
  2021 ODIA CALENDER PDF FREE DOWNLOAD  ଓଡ଼ିଆ କ୍ୟାଲେଣ୍ଡର ପଞ୍ଜିକା

ରାକ୍ଷୀ ପୂର୍ଣ୍ଣିମା

Image
ରାକ୍ଷୀ ପୂର୍ଣ୍ଣିମା              ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ଵ. ଏହାକୁ ଗମ୍ହା ପୂର୍ଣ୍ଣିମା ବା ଝୁଲଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ. ଏହା ଶ୍ରାବଣ ମାସ ର  ପୂର୍ଣ୍ଣମୀ ଦିନ  ପାଳନ କରାଯାଇଥାଏ. ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଓ ଭାଇ ଭଉଣୀ  ର ରକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ. ଏହି ରାକ୍ଷୀ ପୂର୍ଣ୍ଣିମା ଦିନଟିକୁ ମଧ୍ୟ ପ୍ରଭୁ ବଳଭଦ୍ର ଙ୍କ ଜନ୍ମତିଥି  ଭାବେ ପାଳନ କରାଯାଇଥାଏ. ଏହି ଦିନରେ ଗୋ ମାତାଙ୍କୁ ପୂଜା କରି ସିଙ୍ଗ ରେ ରାକ୍ଷୀ ବାନ୍ଧିବା ଓ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି.  ଆଉଗୋଟେ  ପୌରାଣିକ କାହାଣୀମଧ୍ୟ ରାକ୍ଷୀ ପୂର୍ଣ୍ଣିମା କୁ  ନେଇ ଜଡିତ. ଯେତେବେଳେ ଅତ୍ୟାଚାରୀ ଶିଶୁପାଳ କୁ ଶ୍ରୀକୃଷ୍ଣ ବଧ କରିଲେ, ସେହି ସମୟରେ ତାଙ୍କର ଆଙ୍ଗୁଳି କଟି ସେଥିରୁ ରକ୍ତ ବାହାରୁଥିଲା. ଏହାକୁ ଦ୍ରୌପଦୀ ଦେଖି ନିଜ ପିନ୍ଧା ଶାଢ଼ୀ ଚିରି ଶ୍ରୀକୃଷ୍ଣ ଙ୍କ ହାତରେ ଗୁଡ଼ାଇ ଦେଇଥିଲେ.ପରବର୍ତ୍ତୀ ସମୟରେ ଯେତେବେଳେ କୁରୁ ସଭାରେ ଦ୍ରୌପଦୀ ଙ୍କୁ କୌରବ ମାନେ ବସ୍ତ୍ର ହରଣ କରିବାକୁ ଆଗେଇ ଆସିଥିଲେ ସେତେବେଳ ଦ୍ରୌପଦୀ ଙ୍କୁ ବସ୍ତ୍ର ଦାନ କରି ତାଙ୍କୁ ରକ୍ଷା କରିଥିଲେ. ସେହି ଦିନଠାରୁ ହିନ୍ଦୁମାନେ ଏହି ପରାଣିକ ଦିନଟିକୁ ରକ୍ଷା ବନ୍ଧନ ହିସା...